ନୂଆଦିଲ୍ଲୀ: ଏନକ୍ଲୋଜର ଭିତରେ ବାଘୁଣି ଜିନ୍ନତର ସ୍ୱଭାବ ସ୍ୱାଭାବିକ ରହିଛି । ଜିନ୍ନତର ପ୍ରତିଦିନ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ମନିଟରିଂ ଜିନ୍ନତର ବ୍ୟବହାର ଅନୁଧ୍ୟାନ କରି ଫେରିଛନ୍ତି । ଜଙ୍ଗଲକୁ ଛାଡିବା ନେଇ ଏନଟିସିଏ ରିପୋର୍ଟକୁ ଅପେକ୍ଷା ରହିଛି ।