21.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ହାତୀର ମୃତଦେହ ଉଦ୍ଧାର

ପୁଣି ହାତୀର ମୃତଦେହ ଉଦ୍ଧାର

ସମ୍ୱଲପୁର: ଯୁଯୁମୁରା ରେଞ୍ଜ ଯାଦୁ ଲୋଇସିଂହ ଗାଁ ପାଖ ବିଲରୁ ଉଦ୍ଧାର ହେଲା ହାତୀର ମୃତଦେହ । ହାତୀର ଆନୁମାନିକ ବୟସ ୨୦ ବର୍ଷ ହୋଇଥିବାବେଳେ ଏହା ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ସମ୍ୱଲପୁରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଲୋଇସିଂହ ଗାଁ ବିଲ ପାଖରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବିଭାଗର କର୍ମଚାରୀ ପହଞ୍ଚି ହାତୀଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହା ସହ ହାତୀର ମୃତ୍ୟୁର କାରଣ ଖୋଜି, ତାର ତଦନ୍ତ ଚଳାଇଛି ବନ ବିଭାଗର ଟିମ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking