18.1 C
Bhubaneswar
Thursday, February 12, 2026
Homeଓଡିଶାମହିଳାଙ୍କ ପାଇଁ ଏକ୍ସକ୍ଲ୍ୟୁସିଭ ଇଣ୍ଡଷ୍ଟ୍ରିଆଲ ପାର୍କ  

ମହିଳାଙ୍କ ପାଇଁ ଏକ୍ସକ୍ଲ୍ୟୁସିଭ ଇଣ୍ଡଷ୍ଟ୍ରିଆଲ ପାର୍କ  

ଭୁବନେଶ୍ୱର : ଉତ୍କର୍ଷ ଓଡିଶା ସମ୍ମିଳନୀର ଦ୍ୱିତାୟ ଦିନରେ  ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ । ମହିଳା ଉଦ୍ୟୋଗୀଙ୍କୁ ସମ୍ବୋଧନ ବେଳେ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଇପିକଲରେ  ମହିଳା ଉଦ୍ୟୋଗୀଙ୍କ ପାଇଁ  ରହିବ  ସ୍ୱତନ୍ତ୍ର  ସେଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking