22.1 C
Bhubaneswar
Friday, February 13, 2026
Homeଓଡିଶାଦାୟିତ୍ୱ ଦେଲେ ଛାଡିବାର ନାହିଁ :  ତାରା

ଦାୟିତ୍ୱ ଦେଲେ ଛାଡିବାର ନାହିଁ :  ତାରା

ଭୁବନେଶ୍ୱର :ପିସିସି ସଭାପତି ଚୟନ ନେଇ  ତାରା ବାହିନୀପତିଙ୍କ ବିସ୍ଫୋରକ  ବୟାନ ରଖିଛନ୍ତି । କହିଛନ୍ତି ବାଘ କେବେ ଘାସ ଖାଏନି ,ଦଳ ଦାୟିତ୍ୱ ଦେଲେ ଛାଡିବାର ନାହିଁ । ଦାୟିତ୍ୱ ନଦେଲେ ମାଗିବାର ନାହିଁକି ଲବି କରିବାର ନାହିଁ । ବହୁତ ବିଳମ୍ବ  ହେଲାଣି  ଯାହାକୁ କରିବାର ଅଛି  ତୁରନ୍ତ କଲେ ଭଲ । ଯଜି ବି ହୁଅନ୍ତୁ , ସପ୍ତଗିରି ଉଲାକା ହେଲେ ମୋର ଅସୁବିଧା    ନାହିଁ ।ପଞ୍ଚାୟତ ଓ  ପୌର ନିର୍ୱାଚନ ପାଖେଇ ଆସୁଛି , ତୁରନ୍ତ ଘୋଷଣା କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking