ଭୁବନେଶ୍ୱର : ଖୁବଶୀଘ୍ର ଘୋଷଣା ହେବ ବିଜେପିର ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ନାମ । ଏନେଇ ସୂଚନା ଦେଲେ ରିଟଣ୍ଣିଂ ଅଫିସର ସାଂସଦ ପ୍ରତାପ ଷଡଙ୍ଗୀ । ସବୁ କିଛି ସହମତିରେ ହେବ । କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ । ସଂସଦୀୟ କାଯ୍ୟ ପାଇଁ ବ୍ୟସ୍ତ ଥିବାରୁ ବିଳମ୍ବ ହୋଇଛି । ଯାଞ୍ଚ ଚାଲିଛି । ଏହାପରେ ଜିଲ୍ଲା ସଭାପତିଙ୍କ ନାମ ସାମ୍ନାକୁ ଆସିବ ।