ଭୁବନେଶ୍ବର: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ – କଟକ
କୃଷି ଓ ଶକ୍ତି ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ – ପୁରୀ
ମହିଳା ଓ ଶିଶୁ ଉନ୍ନୟନ , ମିଶନ ଶକ୍ତି ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା – ଖୋର୍ଦ୍ଧା
ରାଜସ୍ୱ, ବିପଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୁଜାରୀ – ସୁନ୍ଦରଗଡ
ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ – ସୁବର୍ଣ୍ଣପୁର
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ – କୋରାପୁଟ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର – ଜଗତସିଂହପୁର
ଆଇନ , ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ – ଯାଜପୁର
ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ – ରାୟଗଡା
ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା – ଗଜପତି
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର – ବାଲେଶ୍ୱର
ଜଙ୍ଗଲ , ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ – କେଉଁଝର
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ – ନୂଆପଡା
ହସ୍ତତନ୍ତ , ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ – ଢେଙ୍କାନାଳ
ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ – ମାଲକାନଗିରି
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ – ନୟାଗଡ
1 ଆରଡିସି (ସିଡି) – କେନ୍ଦ୍ରାପଡା
2 ଆରଡିସି ( ଏସଡି) – ବ୍ରହ୍ମପୁର
3 ଆରଡିସି ( ଏନଡି) – ରାଉରକେଲା
4.କଲେକ୍ଟକ , ଅନୁଗୁଳ – ଅନୁଗୁଳ
5.କଲେକ୍ଟର , ମୟୁରଭଞ୍ଜ – ବାରିପଦା
6.କଲେକ୍ଟର, ବରଗଡ – ବରଗଡ
7.କଲେକ୍ଟର , ଭଦ୍ରକ – ଭଦ୍ରକ
8.କଲେକ୍ଟର , ବଲାଙ୍ଗୀର – ବଲାଙ୍ଗୀର
9.କଲେକ୍ଟର , ବୌଦ୍ଧ – ବୌଦ୍ଧ
10କଲେକ୍ଟର , ଦେଓଗଡ – ଦେଓଗଡ
11.କଲେକ୍ଟର , ଗଞ୍ଜାମ – ଛତ୍ରପୁର
12.କଲେକ୍ଟର , ଝାରସୁଗୁଡା – ଝାରସୁଗୁଡା
13.କଲେକ୍ଟର , କଳାହାଣ୍ଡି – କଳାହାଣ୍ଡି
14.କଲେକ୍ଟର , ନବରଙ୍ଗପୁର – ନବରଙ୍ଗପୁର
15.କଲେକ୍ଟର ସମ୍ବଲପୁର , ସମ୍ବଲପୁର
16.କଲେକ୍ଟର , କନ୍ଧମାଳ – ଫୁଲବାଣୀ