15.1 C
Bhubaneswar
Wednesday, January 22, 2025
Homeଓଡିଶାଦେଶୀ ଘିଅ ଶରୀର ଉପରେ କି ପ୍ରଭାବ ପଡେ ଜାଣନ୍ତୁ ...

ଦେଶୀ ଘିଅ ଶରୀର ଉପରେ କି ପ୍ରଭାବ ପଡେ ଜାଣନ୍ତୁ …

ଭୁବନେଶ୍ୱର : ଘିଅକୁ ଶୀତ ଦିନେ  ସୁପରଫୁଡ ଭାବେ ବିବେଚନା କରାଯାଏ । ଏହାର ପ୍ରଭାବ  ଶୀତଦିନେ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ।  କିଛି ଲୋକଙ୍କ କହିବା ଅନୁସାରେ ଘିଅ ଲୋକମାନଙ୍କ ଓଜନ ବଢାଇଥାଏ ।  ଯଦି ଆପଣ ଦେଶୀ ଘିଅ ଖାଆନ୍ତି ତେବେ   ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଘିଅ କେବଳ ସ୍ୱାଦ ବଢାଇନଥାଏ । ଶରୀରକୁ  ରୋଗରୁ ଦୂରେଇ ରଖେ । ଆସନ୍ତୁ ଜାଣିବା ଘିଅର ଉପକାରିତା ବିଷୟରେ ।   ଘିଅ ଖାଇବା ଦ୍ୱାରା ଶୀତଦିନେ  ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଥଣ୍ଡା ଏବଂ କାଶକୁ ରୋକିଥାଏ । ସ୍କିନ କୁ ହାଇଡ୍ରେଟ ରଖେ । ଘିଅରେ ଗ୍ୟଷ୍ଟ୍ରିକ ଏସିଡ ଥାଏ  ଯାହା ହଜମ କରିବାରେ ସାହାଯ୍ୟ କରେ ।  ପ୍ରତିଦିନ ୨ରୁ ୩ ଚାମଚ ଘିଅ ଖାଇବା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ।  ଅତ୍ୟଧିକ ଘିଅ ଖାଇବା ଦ୍ୱାରା  ଓଜନ ବୃଦ୍ଧି ହେବା ସହ  ହୃଦଘାତ ହେବାର ସମ୍ଭାବନା ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking