17.1 C
Bhubaneswar
Saturday, January 18, 2025
Homeଓଡିଶାଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ  ପ୍ରକଳ୍ପ – ଅନାମ ଚରଣ

ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ  ପ୍ରକଳ୍ପ – ଅନାମ ଚରଣ

କଟକ :  ଖୁବଶୀଘ୍ର  ମହାନଦୀ ରିଭର ଫ୍ରଣ୍ଟ  ପ୍ରକଳ୍ପ ଆରମ୍ଭ ହେବ । ଏନେଇ ସୂଚନା ଦେଲେ  ସିଡିଏ  ଉପାଧ୍ୟକ୍ଷ  ଅନାମ ଚରଣ ପାତ୍ର । ରିଭରଫ୍ରଣ୍ଟ ପ୍ରକଳ୍ପ ଡିପିଆରକୁ ରାଜ୍ୟ ସରକାରଙ୍କ ଅନୁମୋଦନ ହୋଇଛି । ପ୍ରଥମ ପଯ୍ୟୟରେ ୩୮ କୋଟି ବ୍ୟୟରେ  ସାଢେ ୩କିମି କାମ ହେବ । ପ୍ରକଳ୍ପ ପାଇଁ ସମୁଦାୟ ୨୨୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଗୁଜୁରାଟ  ସାବରମତୀ ଢାଞ୍ଚାରେ  ହେବ ମହାନଦୀ  ରିଭରଫ୍ରଣ୍ଟ କାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking