19.1 C
Bhubaneswar
Saturday, February 7, 2026
Homeଓଡିଶାବ୍ୟାସ ସରୋବର ଗୋଶାଳାର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

ବ୍ୟାସ ସରୋବର ଗୋଶାଳାର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

ଯାଜପୁର ବେଦରେ ଗୋମାତାଙ୍କୁ ମାତାର ଆଖ୍ୟା ଡିଆ ଯାଇଚି ଗୋ ପୁଜା ସନାତନ ଧର୍ମ ଏକ ପ୍ରତୀକ ଗୋସମ୍ପଦ କୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ l ବ୍ୟାସ ସରୋବର ଗୋଶାଳା ଅତି ପ୍ରାଚୀନ ଏହି ଗୋଶାଳା ବିକାସ ପାଇଁ ଅଣ୍ଟା ଭିଡିଛନ୍ତି କୋରାଇ ବିଧାୟକ ଆକାଶ ଦାସ ନାୟକ ଗୁରୁବାର ଦିନ 12:50 ମିନିଟ ସମୟରେ ଯାଜପୁର ରୋଡ ସ୍ଥିତ ବ୍ୟାସ ସରୋବର ଗୋଶାଳାକୁ ବିଧାୟକଙ୍କ ଗସ୍ତ,ଗୋଶାଳାର ବିକାଶକୁ ନେଇ କର୍ମକର୍ତ୍ତାଙ୍କ ସହିତ କଲେ ଆଲୋଚନା l ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଥିବା ଗୋଶାଳାର ବିକାଶ ପାଇଁ ଆରମ୍ଭ ହେଉଛି ଯୋଜନା l ବିଶେଷ ଭାବରେ ଗୋରୁ ଗାଈ ମାନେ କିଭଳି ସୁରକ୍ଷିତ ରହିବେ ଓ ଉପଯୁକ୍ତ ଖାଦ୍ୟ ଖାଉବାକୁ ପାଇବେ ସେଥିପାଇଁ ଆରମ୍ଭ ହେଉଛି ପ୍ରୟାସ l ଆଜି ଏହି ପରିପକ୍ଷରେ କୋରେଇ ବିଧାୟକ ଆକାଶ ଦାସନାୟକ ବ୍ୟାସ ସରୋବର ଗୋଶାଳାରେ ପହଂଚିଥିଲେ l ଏଥିସହିତ ପ୍ରତେକ ଗୋରୁଗାଈଙ୍କୁ କଦଳୀ ଓ ଗୁଡ଼ ଖାଇବାକୁ ଦେଇ ଆଶ୍ରିବାଦ ନେଇଥିଲେ l ପରିଶେଷରେ ଗୋଶାଳାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କିଭଳି ସମାଧାନ ହେବ ସଦସ୍ୟକୁ ପରାମର୍ଶ ଦେଇଥିଲେ l ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l ଗୋଶାଳା କମିଟି ର କର୍ମ କର୍ତ୍ତl ୠଷି ଅଗ୍ରୱାଲ। ଆଡ ଭୋକେଟ ରଜତ କୁମାର ରାଉତ କାଉନସିଲର ଅଶୋକ ରାଉତ ବରିଷ୍ଟ ଆଇନଜୀବି ଚନ୍ଦ୍ର ଶେକର ପଣ୍ଡା ପ୍ରମୋଦ ବୋଇତାଇ ଦେବେନ୍ଦ୍ର ସାମଲ ବାବାଜୀ ମଲ୍ଲିକ ଡ ଦୁଷ୍ମନ୍ତ କୁମାର ନାୟକ ଓ ଶିବ ମଟା ନିଆ ପ୍ରମୂକ ବହୂ କର୍ମକର୍ତ୍ତା ଯୋଗ ଦେଇଥିଲେ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking