22.1 C
Bhubaneswar
Wednesday, January 15, 2025
Homeଓଡିଶାକେଶର ଯତ୍ନ କିପରି ନେବେ ଜାଣନ୍ତୁ ..

କେଶର ଯତ୍ନ କିପରି ନେବେ ଜାଣନ୍ତୁ ..

ଭୁବନେଶ୍ୱର : ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ କେଶର ଯତ୍ନ ନେବା ଆବଶ୍ୟକ । କେଶ ଝଡିବା ଏକ ବହୁତ ବଡ ସମସ୍ୟା ।  ଆଜିର ଜୀବନ ଶୈଳୀରେ  ବିଭିନ୍ନ ପ୍ରକାର ଚାପ ଯୋଗୁଁ କେଶ ଝଡିଥାଏ ।   ଜଣେ ବ୍ୟକ୍ତି ସପ୍ତାହକୁ କେତେଥର କେଶ ସଫା କରିବା ଉଚିତ କଣ ଜାଣିଛନ୍ତି କି ।  ଯଦି ଆପଣଙ୍କର କେଶ ଅତ୍ୟଧିକ ଶୁଷ୍କ  କିମ୍ବା ଅତ୍ୟଧିକ  ତେଲିଆ ନୁହେଁ  , ତେବେ ଆପଣ ସପ୍ତାହରେ ୨ରୁ ୩ ଥର  କେଶ ଧୋଇପାରିବେ ।  ଏମିତି କରିବା ଦ୍ୱାରା ଆପଣଙ୍କ କେଶକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । କିଛି ଲୋକଙ୍କ କେଶ ଶୁଖିଲା ଥାଏ । ତେବେ  କେଶକୁ ଧୋଇବା ଠାରୁ ଦୂରେଇ ରହିବା ଉଚିତ ।  ସପ୍ତାହକୁ ୧ରୁ ୨ଥର ଧୋଇବା ଉଚିତ । ବାହାରକୁ ବାହାରିବା ଦ୍ୱାରା କେଶରେ ଧୁଳି ଲାଗି କେଶ ମଇଳା  ହୋଇଯାଏ ।  ଯାହା ଫଳରେ କେଶକୁ ଧୋଇବାକୁ ପଡେ । କେଶରେ ସିଧାସଳଖ  ସାମ୍ପୁକୁ ବ୍ୟବହାର କରନ୍ତୁ ନାହିଁ ସେଥିରେ ଅଳ୍ପ ଟିକିଏ ପାଣି ମିଶାଇ  ମୁଣ୍ଡରେ ଲଗାନ୍ତୁ । ଯଦ୍ୱାରା କେଶ ଝଡିବା ରୋକିଥାଏ ।  କେଶ ସିଲ୍କ ରହିବା ପାଇଁ  କିଛି ଲୋକ କଣ୍ଡିସନର ବ୍ୟବହାର କରନ୍ତି  ଯାହା ଆପଣଙ୍କ କେଶ ସୁନ୍ଦର ରଖିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking