22.1 C
Bhubaneswar
Wednesday, January 15, 2025
Homeଓଡିଶା୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫ ଶହ ଟଙ୍କା ଭତ୍ତା : ମୁଖ୍ୟମନ୍ତ୍ରୀ

୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫ ଶହ ଟଙ୍କା ଭତ୍ତା : ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମିଳିଲା ୩୫୦୦ ଟଙ୍କା ବାର୍ଧକ୍ୟ ଭତ୍ତା । ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ  ୩  ହଜାର ୫ଶହ ଟଙ୍କା ଭତ୍ତା ମିଳିଲା । ଯେଉଁମାନେ ୮୦ ପ୍ରତିଶତ ଭିନ୍ନକ୍ଷମ ରହିଛନ୍ତି  ତାଙ୍କର ଭତ୍ତା  ରାଶି ବୃଦ୍ଧି ପାଉଛି । ପୂର୍ୱରୁ  ୧୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ସମୟରେ  ୩୫୦୦ ଟଙ୍କା ମିଳିଛି । ଏବାବଦରେ  ଏଥିରେ ଲାଭବାନ ହେବେ ୪ ଲକ୍ଷରୁ ଅଧିକ  ହିତାଧିକାରୀ । ଏହା କେନ୍ଦୁଝରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking