23.1 C
Bhubaneswar
Saturday, February 7, 2026
Homeଓଡିଶାଏଚ୍‌ଏମ୍‌ପିଭି ନେଇ ଆଜି ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଏଚ୍‌ଏମ୍‌ପିଭି ନେଇ ଆଜି ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ଵର : ଚିନ୍ତା ବଢାଉଛି ଏଚ୍‌ଏମ୍‌ପିଭି। ଦିନକୁ ଦିନ ଦେଶରେ ଏଚଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଦିନ ୧୧ଟାରେ ଲୋକସେବା ଭବନରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ରାଜ୍ୟର ସମସ୍ତ ସିଡିଏମଓ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ। ଏଚଏମ୍‌ପିଭିକୁ ନେଇ କେନ୍ଦ୍ରର ଗାଇଡ୍ ଲାଇନକୁ ଅପେକ୍ଷା କରାଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ତେବେ ଏଚଏମପିଭି ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ରାଜ୍ୟ ନିରୀକ୍ଷଣ ବ୍ୟବସ୍ତା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking