19.1 C
Bhubaneswar
Wednesday, January 15, 2025
Homeଓଡିଶାଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ  ୨୦୦ ଏମଏଲ  ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଛାତ୍ରଛାତ୍ରୀଙ୍କୁ  ମଧ୍ୟାହ୍ନ ଭୋଜନରେ  ମିଳିବ କ୍ଷୀର । ଏନେଇ ସୂଚନା ଦେଇଛନ୍ତି ପଶୁସମ୍ପଦ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ୨୯ ଟି ସ୍କୁଲରେ  ୧୧୮୪ ପିଲାଙ୍କୁ  କ୍ଷୀର ଦେବାର ଶୁଭାରମ୍ଭ ହୋଇଛି ।   ରାଇରଙ୍ଗପୁରରେ ପ୍ରାରମ୍ଭିକ ଭାବରେ  ଗିଫ୍ଟ ମିଲ୍ଲର ଶୁଭାରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking