33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଭୁଶୁଡିଲା ପ୍ଲାଣ୍ଟ ଚିମିନି :  ୭ ମୃତ୍ୟୁ ଆଶଙ୍କା

ଭୁଶୁଡିଲା ପ୍ଲାଣ୍ଟ ଚିମିନି :  ୭ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : ଛତିଶଗଡ  ମୁଙ୍ଗେଲୀରେ ବଡ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟ ଚିମିନି ଭୁଶୁଡି  ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏ ଯାଏଁ ୨୫ରୁ ଅଧିକ ଶ୍ରମିକ ଚାପିହୋଇ ରହିଥିବା  ସୂଚନା ଜଣାପଡିଛି । ଘଟଣାସ୍ଥଳରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking