26.1 C
Bhubaneswar
Wednesday, March 25, 2026
Homeଓଡିଶାଟ୍ରାଙ୍କୁଲାଇଜ ହେଲା ଜିନ୍ନତ

ଟ୍ରାଙ୍କୁଲାଇଜ ହେଲା ଜିନ୍ନତ

ଭୁବନେଶ୍ୱର: ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ । ଡ୍ୟାମ ପାଖକୁ ଆସିଥିବା ବେଳେ , ଟ୍ରାଙ୍କୁଲାଇଜ କରାଗଲା । ପଶ୍ଚିମବଙ୍ଗ ପୁରୁଲିଆରେ ଟ୍ରାଙ୍କୁଲାଇଜ କରାଗଲା । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ନେଇ ସୂଚନା ରହିଛି । ଶିମିଳପାଳରୁ ପଳାଇଥିଲା ବାଘୁଣୀ । ଶିମିଳପାଳରୁ ଝାଡ଼ଖଣ୍ଡ , ଝାଡ଼ଖଣ୍ଡ ରୁ ପରେ ପଶ୍ଚିମବଙ୍ଗ ପଳାଇଥିଲା । ଜିନ୍ନତ ଉପରେ ନଜର ରଖିଥିଲା ସ୍ୱତନ୍ତ୍ର ଟିମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking