16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସେବା ପାଇଁ ଚାକିରୀ ଛାଡିଲେ ସ୍ୱାମୀ : ସ୍ତ୍ରୀ ମୃତ

ସେବା ପାଇଁ ଚାକିରୀ ଛାଡିଲେ ସ୍ୱାମୀ : ସ୍ତ୍ରୀ ମୃତ

ନୂଆଦିଲ୍ଲୀ : ସ୍ତ୍ରୀ ଅସୁସ୍ଥ । ଚାକିରି ଛାଡି ସେବା କରିବା ପାଇଁ ଆସିଥିଲେ ଦେବେନ୍ଦ୍ର ।  ହେଲେ ପରିବେଶ ଶୋକାକୁଳ ପରିସ୍ଥିତି ହୋଇଗଲା । ରାଜସ୍ଥାନର  କୋଟା  ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।  ଏଭଳି ଘଟଣା ଘଟିଛି ରାଜସ୍ଥାନରେ ।   ଦେବେନ୍ଦ୍ର କୁମାର ନାୟକ ତାଙ୍କ ପତ୍ନୀ ଅସୁସ୍ଥ ଥିବାରୁ ସେ ଚାକିରି ଛାଡିଥିଲେ ।   ୨୪ ଡିସେମ୍ବରରେ  ଉଭୟ ଏକ ପାର୍ଟିରେ  ଯୋଗ ଦେଇଥିଲେ ।  ପାର୍ଟିରେ ଉଭୟଙ୍କ ମଧ୍ୟରେ  ବଚସା ସୃଷ୍ଟି ହୋଇଥିଲା ।  ଯାହା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମହିଳଆ ଜଣଙ୍କ କାହିଁକି ମରିଲେ  କାରଣ ଅସ୍ପଷ୍ଟ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking