ଭୁବନେଶ୍ୱର: ରଘୁବର ଦାସଙ୍କ ଇସ୍ତଫା ପ୍ରସଙ୍ଗ । ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା । କିଛି ଚର୍ଚ୍ଚା ନାହିଁ , ଏହା ରଘୁବରଙ୍କ ନିଜସ୍ୱ ନିଷ୍ପତ୍ତି । ରାଜନୀତିରେ ଆସିବେ ନା ରାଜ୍ୟପାଳ ଭାବେ ରହିବେ , ତାଙ୍କ ନିଷ୍ପତ୍ତି । ତାଙ୍କୁ କଣ ଦାୟିତ୍ୱ ଦିଆଯିବ ରାଷ୍ଟ୍ରୀୟ ଅଧକ୍ଷ ନିଷ୍ପତ୍ତି ନେବେ ।