21.1 C
Bhubaneswar
Monday, February 2, 2026
Homeଓଡିଶାଚର୍ଚ୍ଚ ଯାଇ ବଡ଼ଦିନ ପାଳିଲେ ନବୀନ

ଚର୍ଚ୍ଚ ଯାଇ ବଡ଼ଦିନ ପାଳିଲେ ନବୀନ

ଭୁବନେଶ୍ୱର: ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିଥିଲେ ନବୀନ। ଏହା ସହ ସେଠାରେ ଥିବା ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ। ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରଦ୍ଧାଳୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking