ଭୁବନେଶ୍ୱର : ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିର ଆକ୍ଷେପକୁ ବିଜେପି କାଉଣ୍ଟର କରିଛି । ରୁବେନ ବାନାର୍ଜୀ ଅପ୍ରିୟ ସତ୍ୟ କଥା ଲେଖିବା ବିଜେଡି ଦେହରେ ଯାଉନି । ପୂର୍ୱରୁ ଯେତେବେଳେ ଲେଖୁଥିଲେ । ସେତେବଳେ ଭଲ ଥିଲେ । ଆଜି ଅପ୍ରିୟ ସତ ଲେଖିଲେ ବୋଲି ବିଜେଡି ଏମତି କହିଛି କହିଛନ୍ତି ବାବୁ ସିଂ । ରୁବେନ ବାନାର୍ଜୀଙ୍କ ଲେଖା ସେତେବେଳେ ସତ, ଏବେ ବି ସତ । ତେଣୁ ବିଜେଡି ନେତା ତାକୁ ଗ୍ରହଣ କରିବା ଶିଖନ୍ତୁ ।