24.1 C
Bhubaneswar
Saturday, March 21, 2026
Homeଓଡିଶାଟ୍ରେନ ଆଗକୁ ଆସି ଜୀବନ ହାରିଲେ  ଯୁବକ

ଟ୍ରେନ ଆଗକୁ ଆସି ଜୀବନ ହାରିଲେ  ଯୁବକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ପର୍ଜଙ୍ଗ ଥାନା  ଦେଇ  ଯାଇଥିବା  ଡୁବୁରୀ – ତାଳଚେର ରେଳପଥର  ପର୍ଜଙ୍ଗ ଷ୍ଟେସନ ଠାରୁ  ଅଳ୍ପ ଦୂରରେ  ଜଣେ ଯୁବକ ଜୀବନ ହାରିଛନ୍ତି । ଖବର ନେବାରେ ଜଣାପଡ଼ିଛି ପର୍ଜଙ୍ଗ ଥାନା ଡିହଡୋଳ ଗ୍ରାମର ୨୫ ବର୍ଷର ଯୁବକ ଟୁକୁନ ସାହୁ ଆଜି ଭୋର ସମୟରେ ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ସକାଳେ ଜଣାପଡ଼ିଥିଲାକ୍ଷ ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛିକ୍ଷ ଖବର ପାଇ ଘଟଣା ସ୍ଥଳରେ ଜି ଆର ପି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି  ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking