24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ :  ଋଷ

ୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ :  ଋଷ

ମସ୍କୋ : ୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ ଏହା ଋଷ କହିଛି । ଡ୍ରୋନ ଆକ୍ରମଣ ନେଇ ମସ୍କୋ  ମିଡିଆର ସୂଚନା ରହିଛି ।  ୮ଟି ଡ୍ରୋନ ଜରିଆରେ  ଆକ୍ରମଣ ହୋଇଛି । କଜାନର  ଜନଗହଳିପୂର୍ଣ ଅଞ୍ଚଳରେ ଆକ୍ରମଣ ହୋଇଛି । ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଛି ।  ଏହି ଆକ୍ରମଣରେ କେହି  ମୃତାହତ ହୋଇନାହାଁନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking