23.1 C
Bhubaneswar
Saturday, February 14, 2026
Homeଓଡିଶାଭିଜିଲାନ୍ସ ଜାଲରେ  ସେକ୍ସନ ଅଫିସର

ଭିଜିଲାନ୍ସ ଜାଲରେ  ସେକ୍ସନ ଅଫିସର

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ  ଫସିଲେ ସେକ୍ସନ ଅଫିସର । ସେକ୍ସନ ଅଫିସର ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ । ପାପଡାହାଣ୍ଡି ବ୍ଲକ ଶିକ୍ଷା କାଯ୍ୟାଳୟର ସେକ୍ସନ ଅଫିସର । ପେନସନ କରାଇଦେବାକୁ ଯାଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking