25.1 C
Bhubaneswar
Sunday, December 15, 2024
Homeଓଡିଶାଆସ୍ୟୁରାନ୍ସ ମୋଡରେ ମିଳିବ ସ୍ୱାସ୍ଥ୍ୟ ସେବା: ସ୍ୱାସ୍ଥ୍ୟମନ୍ତ୍ରୀ

ଆସ୍ୟୁରାନ୍ସ ମୋଡରେ ମିଳିବ ସ୍ୱାସ୍ଥ୍ୟ ସେବା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ୧ମ ପର୍ଯ୍ୟାୟରେ ସାମିଲ ହେବେ ସାଢେ ୩ କୋଟି । ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ । ମୋଟ ୪ କୋଟି ଲକ୍ଷରୁ ସାଢେ ୩ କୋଟି ସାମିଲ ହେବେ । ଇନ୍ସୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡରେ ମିଳିବ ସ୍ୱାସ୍ଥ୍ୟ ସେବା । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking