23.1 C
Bhubaneswar
Sunday, December 28, 2025
Homeଓଡିଶାଆସନ୍ତା ୧୭ରୁ ଆରମ୍ଭ ରତ୍ନଭଣ୍ଡାର ମରାମତି କାମ

ଆସନ୍ତା ୧୭ରୁ ଆରମ୍ଭ ରତ୍ନଭଣ୍ଡାର ମରାମତି କାମ

ପୁରୀ : ରତ୍ନଭଣ୍ଡାର ମରାମତି ନେଇ ପ୍ରସ୍ତୁତି ବୈଠକ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାଯ୍ୟାଳୟରେ ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ  ବୈଠକ ହେବ  ।  ବୈଠକରେ ଏଏସଆଇ, ଶ୍ରୀମନ୍ଦିର ନୀତି ପ୍ରଶାସକ ଉପସ୍ଥିତ ଅଛନ୍ତି  । ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ସାମିଲ ଅଛନ୍ତି । ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ ।  ଅପରାହ୍ଣ ୧ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମରାମତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking