ଭୁବେନଶ୍ୱର : ଓମେଫଡ୍ ସହିତ ଓଡିଶାର ମୋଟ୍ ୨,୨୬,୯୧୪ ଦୁଗ୍ଧଚାଷୀ ଅନୁବନ୍ଧିତ ଥିବୋବେଳ ସେମାନଙ୍କ ନିକଟେର ୪ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ପ୍ରାଣୀ ରହିଛନ୍ତି । ଜଗତ୍ସିଂହପୁର ଜିଲ୍ଲୋର ସର୍ବାଧିକ ଅନୁବନ୍ଧିତ ଦୁଗ୍ଧଚାଷୀ ଥିବୋବେଳ ସବୁଠାରୁ କମ୍ ଚାଷୀ ରହିଛନ୍ତି ଦେବଗଡ ଜିଲ୍ଲୋର । ବେିଜପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେର ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ ଓମେଫଡ୍ ଅନୁବନ୍ଧିତ ଚାଷୀମାନଙ୍କୁ ସମିତି ମାଧ୍ୟମେର ସେମାନଙ୍କର ଆବଶ୍ୟକତା ଅନୁସୋର ରହିାତି ଦରେର ଗୋଖାଦ୍ୟ ଯୋଗାଣ କରାଯିବା ସହ ଗ୍ରାମ୍ୟ ସ୍ତରେର ପ୍ରାଣୀ ଚିକିତ୍ସା ଶିବିରମାନ ଅୋୟାଜନ କରି ଔଷଧ ଓ ଖଣିଜ ଲବଣ ବିନା ମୂଲ୍େୟର ଯୋଗାଇ ଦିଆଯାଉଛି । ଗୋଖାଦ୍ୟ ଉତ୍ପାଦନ ପାଇଁ ରାଧାଦୋମାଦରପୁର ଓ ଜଗନ୍ନାଥପୁର ଠୋର ଓମେଫଡ୍ର ନିଜସ୍ୱ ଦୁଇଟି ଗୋଖାଦ୍ୟ କାରଖାନା ରହିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓମେଫଡ୍ ସହିତ ଅନୁବନ୍ଧିତ ଥିବା ଚାଷୀଙ୍କ ମଧ୍ୟରୁ ଜଗତ୍ସିଂହପୁର ଜିଲ୍ଲୋର ସର୍ବାଧିକ ୩୨,୦୩୩ ଜଣ ଚାଷୀ ଥିବୋବେଳ ଝାରସୁଗୁଡା ଜିଲ୍ଲୋର ୨୩୪୭ଜଣ ଚାଷୀ ରହିଛନ୍ତି । ଚାଷୀଙ୍କ କ୍ଷେତ୍ରେର ବୋଲଶ୍ୱର ଦ୍ୱିତୀୟ ସ୍ଥାନେର ଥିବୋବେଳ କଟକ ତୃତୀୟ ସ୍ଥାନେର ରହିଛି । ସବୁଠାରୁ କମ୍ ୪୯୧ ଜଣ ଦୁଗ୍ଧଚାଷୀ ଦେବଗଡ ଜିଲ୍ଲୋର ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।