33.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଗୁଗୁଲ ମ୍ୟାପ୍‌କୁ ଭରସା କରି ଜଙ୍ଗଲରେ ପରିବାର

ଗୁଗୁଲ ମ୍ୟାପ୍‌କୁ ଭରସା କରି ଜଙ୍ଗଲରେ ପରିବାର

କର୍ଣ୍ଣାଟକ: ବିହାରରୁ ଗୋଆ ଯାଉଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ରେ ବାଟ ଦେଖି ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଛନ୍ତି। ନିକଟରେ ଗୁଗୁଲ ମ୍ୟାପ୍‌କୁ ଭରସା କରି ଅନେକ ଜୀବନ ଯାଉଥିବା ବେଳେ , ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ପରିବାର ଗୁଗୁଲ ମ୍ୟାପ୍‌ ଉପରେ ଭରସା କରିବା ମହଙ୍ଗା ପଡିଛି। ଏମାନେ ବିହାରରୁ ଗୋଆ ଯାଉଥିଲେ। ହେଲେ ସଠିକ୍ ବାଟ ପାଇବା ପାଇଁ ଗୁଗୁଲ ମ୍ୟାପ୍‌ର ସାହାରା ନେଇଥିଲେ। ତେବେ ଗୁଗୁଲ ମ୍ୟାପ୍‌ର ଭୁଲ୍‌ ନେଭିଗେସନ୍ ହେତୁ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ଏମାନଙ୍କୁ ରାତି କଟାଇବାକୁ ପଡିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking