21.1 C
Bhubaneswar
Monday, February 2, 2026
Homeଓଡିଶାଗୃହରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

ଗୃହରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାନସଭା ଅଧିବେଶନ ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ପ୍ରମିଳା ମଲ୍ଲିକ । ଶୁନ୍ୟକାଳରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି । ବିଧାୟକଙ୍କ ଦରମା ବୃଦ୍ଧି ଦାବି କଲେ , ପ୍ରମିଳା ମଲ୍ଲିକ। ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ । ବିରୋଧୀ ଦଳ ଉପମୁଖ୍ୟ ସଚେତକଙ୍କ ଦାବି । ଏମଏଲଏ ଲାଡ଼ ୩ ରୁ ୫ କୋଟି ବୃଦ୍ଧି କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking