ଭୁବନେଶ୍ୱର: ସକାଳେ ମେଲରେ ଆସିଥିଲା ଧମକପୁର୍ଣ ଅଡିଓ । ଆତଙ୍କୀ ଆକ୍ରମଣ ନେଇ ଆସିଥିଲା ଧମକ । ଖଲିସ୍ତାନୀ ଆତଙ୍କୀ ମେଲରେ ଦେଇଥିଲେ ଧମକ । ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପ୍ରତିକ୍ରିୟା । ଆସିଥିବା ଧମକପୂର୍ଣ ମେଲର ଯାଞ୍ଚ କଲୁ । କେଉଁଠୁ ଆସିଛି ମେଲ , ତଦନ୍ତ କରାଯାଉଛି । ସେହିପରି ସେପଟେ ବିମାନବନ୍ଦର ରେ ବ୍ୟାଗ କୁ ନେଇ ଆତଙ୍କ ଖେଳିଥିଲା । ବିମାନବନ୍ଦର ଅଜଣା ବ୍ୟାଗ ମିଳିଥିବା ପ୍ରସଙ୍ଗରେ ନାହିଁ ବିପଦ । ବ୍ୟାଗରେ ନାହିଁ କୌଣସି ପ୍ରକାର ସନ୍ଦେହ ଜନକ ସାମଗ୍ରୀ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।