Homeଓଡିଶାଆଜି ବିଜେପିର ସାଙ୍ଗଠନିକ କର୍ମଶାଳା ଓଡିଶାଭୁବନେଶ୍ୱର ଆଜି ବିଜେପିର ସାଙ୍ଗଠନିକ କର୍ମଶାଳା By Ona Khabara 30/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସାଙ୍ଗଠନିକ କର୍ମଶାଳା। ଦଳର ସଙ୍ଗଠନକୁ ମଜବୁତ ଦିଗରେ ହେବ ଆଲୋଚନା । ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଜିଲ୍ଲାସ୍ତର ପଦାଧିକାରୀମାନେ କର୍ମଶାଳାରେ ଯୋଗ ଦେବେ । ଅନେକ ଗୁରୁତ୍ୱପୂର୍ଣ ଦିଗରେ ଜାରିରହିବ ଆଲୋଚନା । Share FacebookTwitterPinterestWhatsAppLinkedinReddItTelegram Previous articleଟାଟା ଷ୍ଟିଲ କାରଖାନା ଆଗରେ ଗ୍ରାମବାସୀଙ୍କ ଧାରଣାNext articleବିଜେପି ନେତାଙ୍କୁ ମୋଦୀଙ୍କ ଟିପ୍ସ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ବୋଲେରୋ- ହାଇୱା ଧକ୍କା: ୫ ମୃତ ଓଡିଶା ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷର ଶୁଭାରମ୍ଭ କଲେ ରାଜସ୍ୱ... ଓଡିଶା ସକାଳୁ ହଳଦୀ ପାଣି ପିଇବାର ରହିଛି ଅନେକ ଲାଭ, ଜାଣନ୍ତୁ ଏହାର ଉପକାର