ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ବାହାର ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ତେବେ ୧୦ ଘରୋଇ ନର୍ସିଂ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସୂଚନା ମୁତାବକ ହଷ୍ଟେଲ ଖାଦ୍ୟ ଭଲ ଦିଆ ଯାଉନି ଗତ କାଲି ଖାଇବା ରେ ଖାଦ୍ୟରେ ପୋକ ପଡିଥିଲା ଡାଲି ରେ ୧୦ ଛାତ୍ରୀ ହଷ୍ଟେଲ ଖାଦ୍ୟ ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ , ତେବେ ଖାଇସାରିବା ପରେ ଝାଡା , ବାନ୍ତି , ହୋଇ ୧୦ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଆଜି ସକାଳ ୯ ଟା ସମୟରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଜିଥିବା ବେଳେ , ସାଲାଇନ , ଇଞ୍ଜେକ୍ସନ ଦିଆହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱଭାବିକ ଥିବା ଡାକ୍ତର କହିଛନ୍ତି ।










