15.1 C
Bhubaneswar
Saturday, December 6, 2025
Homeଓଡିଶାମାଣ୍ଡିପଙ୍କା ମୃତ୍ୟୁ, ଅନାହାରଜନିତ ନୁଁହ: ମନ୍ତ୍ରୀ

ମାଣ୍ଡିପଙ୍କା ମୃତ୍ୟୁ, ଅନାହାରଜନିତ ନୁଁହ: ମନ୍ତ୍ରୀ

ଭୁବନେଶ୍ୱର: ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୩ ମୃତ୍ୟୁ ଘଟଣା । ଅନାହାର ମୃତ୍ୟୁ ନୁହେଁ କହିଲେ ଯୋଗାଣ ମନ୍ତ୍ରୀ । ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଛି। ମୃତକଙ୍କ ଘରୁ ଅଧିକାରୀ ଯାଇ ନିରୀକ୍ଷଣ କରିଛନ୍ତି । ସେମାନଙ୍କ ଘରେ ଯଥେଷ୍ଟ ରାଶନ ମହଜୁଦ ଥିଲା । ବିନା କେୱାଇସିରେ ସେମାନଙ୍କୁ ବି ରାଶନ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking