20.1 C
Bhubaneswar
Tuesday, November 26, 2024
Homeଓଡିଶାଭୁବନେଶ୍ୱରଅତିରିକ୍ତ ବଜେଟ: ସ୍ୱାସ୍ଥ୍ୟ ସେବା

ଅତିରିକ୍ତ ବଜେଟ: ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୬୪ କୋଟି । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫ କୋଟି । ଆୟୁଷ ସମ୍ପର୍କିତ ଜାତୀୟ ମିଶନ ପାଇଁ ୨୦ କୋଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking