17.1 C
Bhubaneswar
Saturday, February 14, 2026
Homeଓଡିଶାବଲାଙ୍ଗିର  ଦୁର୍ଘଟଣା : ୨ ସାଙ୍ଗ ମୃତ   

ବଲାଙ୍ଗିର  ଦୁର୍ଘଟଣା : ୨ ସାଙ୍ଗ ମୃତ   

ବଲାଙ୍ଗିର : ଗଛରେ ବାଇକ ପିଟି ହୋଇ ୨ ସାଙ୍ଗଙ୍କ ମୃତ୍ୟୁ ହୋଇଛି ।  ଏନଏଚ ୨୬ ଦେଓଗାଁ ରାସ୍ତା  ଖରଲିକାନି ଛକ ନିକଟରେ ନିକଟରେ  ଦୁର୍ଘଟଣା ଘଟିଛି । ୨ ମୃତକ ଜଣଙ୍କ ହେଉଛନ୍ତି ରତାଖଣ୍ଡି ଗାଁର । ରାସ୍ତାରେ ଗାଡି ଚଳାଚଳ ହେବାର ବାଧାପ୍ରାପ୍ତ ଉପୁଜିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking