20.1 C
Bhubaneswar
Tuesday, December 16, 2025
Homeଓଡିଶାଡ୍ରଗ୍ସ କାରବାର ମୂଳପୋଛ ହେବ: ମନ୍ତ୍ରୀ

ଡ୍ରଗ୍ସ କାରବାର ମୂଳପୋଛ ହେବ: ମନ୍ତ୍ରୀ

ଭୁବନଶ୍ୱର: ରାଜ୍ୟରେ ଡ୍ରଗ୍ସ କାରବାର ମୂଳପୋଛ ହେବ । ଖୁବଶୀଘ୍ର ଅବକାରୀ ନିୟମରେ ପରିବର୍ତ୍ତନ ହେବ । ଅବକାରୀ ନିୟମ ପରିବର୍ତ୍ତନ ପାଇଁ ମାନସମନ୍ଥନ ଚାଲିଛି । ଚୋରା ମଦକୁ କଠୋର ହସ୍ତରେ ଦମନ କରାଯିବ । ଏନସିବି ଓ ଅବକାରୀ ବିଭାଗ ମିଳିତ ଅପରେସନ କରିବେ । ଏ ନେଇ ଅବକାରୀ ମନ୍ତ୍ରୀ ପୁଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking