ଇସଲାମବାଦ : ପାକିସ୍ତାନରେ ବଡ ଧରଣର ଆତଙ୍କୀବାଦ ହମଲାରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି । ଖୈବର ପଖତୁନଖ୍ବାରେ ଆତଙ୍କୀବାଦଙ୍କ ଆଖିବୁଜା ଗୁଳିମାଡ । ଡାଉନ କରମ ଭ୍ୟାନ ଉପରେ ଆକ୍ରମଣ । ପେଶୱାର ଯାଉଥିବା ଭ୍ୟାନ ଉପରେ ଆତଙ୍କୀବାଦଙ୍କ ଆଖିବୁଜା ଗୁଳିମାଡ । ଆକ୍ରମଣରେ ପୋଲିସ କର୍ମଚାରୀଙ୍କ ସହ ୨୯ ଆହତ ।