20.1 C
Bhubaneswar
Thursday, November 21, 2024
Homeଓଡିଶାବିଧାୟକଙ୍କୁ ଆକ୍ରମଣ : ୧୦ ଗିରଫ

ବିଧାୟକଙ୍କୁ ଆକ୍ରମଣ : ୧୦ ଗିରଫ

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଅଭିଯୁକ୍ତ ଗିରଫ । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନଙ୍କର ନାନା ଦାନଗଦି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯଯାଇଥିଲା । ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ ଥାନା ବୁଢାଘାଟରେ ହିମାଂଶୁ ସାହୁ ଗାଡିରେ ଯାଉଥିବା ବେଳେ ତାଙ୍କୁ  ଆକ୍ରମଣ କରାଯାଇଥିଲା । ବିଜେଡି ନ୍ତା ବବି ଦାସଙ୍କ ଲୋକ ହିମାଂଶୁଙ୍କ ଗାଡିକୁ ଭଙ୍ଗାରୁଜା କରିବା  ଅଭିଯୋଗ କରିଥିଲେ ଧର୍ମଶାଳା  ବିଧାୟକ । ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ  କରାଯଆଇଛି । ଏବଂ  ଏହାରି ମଧ୍ୟରେ  ଅଭିଯୁକ୍ତମାନଙ୍କର ଦାନଗଦି  ଡାକ୍ତରଖାନାରେ  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking