27.1 C
Bhubaneswar
Tuesday, November 19, 2024
Homeଓଡିଶାକଣ ଆପଣଙ୍କର ପ୍ରତିଦିନ ମୁଣ୍ଡବିନ୍ଧା ହେଉଛି କି, ତାହେଲେ ଜାଣନ୍ତୁ କଣ କରିବେ

କଣ ଆପଣଙ୍କର ପ୍ରତିଦିନ ମୁଣ୍ଡବିନ୍ଧା ହେଉଛି କି, ତାହେଲେ ଜାଣନ୍ତୁ କଣ କରିବେ

ଭୁବନେଶ୍ୱର : ଅଧିକାଂଶ ଲୋକେ  ସକାଳେ ଲାପଟପ ସହିତ ବସି ସନ୍ଧ୍ୟା ପର୍ଯ୍ୟନ୍ତ ଉଠିବାକୁ ସକ୍ଷମ ନୁହଁନ୍ତି । ଯେତେବେଳେ ଆପଣ ଆପଣଙ୍କର ଲାପଟପ କିମ୍ବା ଫୋନ ଠାରୁ ଦୂରେଇ ରହିବେ ଏହା ଆପଣଙ୍କ ପାଇଁ ଭଲ । ଅଧିକାଂଶ ଲୋକେ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି । ଶରୀରରେ ଭିଟାମିନ ଅଭାବରେ ମୁଣ୍ଡ ବିନ୍ଧା ର ସମସ୍ୟା ଦେଖାଯାଏ । ଶରୀରରେ ଭିଟାମିନ ଡି ଅଭାବ ହେଲେ  ବାରମ୍ବାର ମୁଣ୍ଡବିନ୍ଧା ହୁଏ । ଭିଟାମିନ ଡି  ମସ୍ତିଷ୍କର  ସ୍ନାୟୁ କାର୍ଯ୍ୟକୁ  ବହୁ ପରିମାଣରେ ପ୍ରଭାବିତ କରେ । ବେଳେବେଳେ ଏପରି ପରିସ୍ଥିତି ଦେଖାଯାଏ ଯେ ଆପଣଙ୍କର ମାଇଗ୍ରେନ ସମସ୍ୟା ମଧ୍ୟ ଦେଖାଦିଏ । ସୂର୍ଯ୍ୟ କିରଣରେ ଠିଆ ହେବା ବ୍ୟତୀତ  ଆପଣ ନିଜ ଖାଦ୍ୟରେ  ସାମାନ୍ୟ ପରିବର୍ତ୍ତନ କରି ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ପାଇପାରିବେ । ଭିଟାମିନ ଡି ଅଭାବକୁ ପୂରଣ କରିବାକୁ ହେଲେ ନିଜ ଖାଦ୍ୟରେ କ୍ଷୀର , କଦଳୀ , ପନିର. ବନ୍ଧାକୋବି ଅନ୍ତର୍ଭୁକ୍ତ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking