18.1 C
Bhubaneswar
Thursday, December 11, 2025
Homeଓଡିଶାବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୨୫ ପର୍ଯ୍ୟନ୍ତ ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ିଲା । ବାର୍ଷିକ ଏଚଏସସି ସହ ଏସଓଏସସି ଫର୍ମ ପୂରଣ ଅବଧି ବଢ଼ିଲା । ପ୍ରତି ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ମାସ ରେ ହୋଇଥାଏ । ମେଟ୍ରିକ ପରୀକ୍ଷା ଛାତ୍ର ଛାତ୍ରୀ ଙ୍କ ଜୀବନ ର ପ୍ରଥମ ସଫଳତାର ପାହାଚ ହୋଇଥାଏ , ଏହାକୁ ନେଇ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମନରେ ଭୟ ମଧ୍ୟ ରହିଥାଏ। ଆଜି ଏହି ପରିପେକ୍ଷୀରେ ମାଟ୍ରିକ ଫର୍ମ ପୂରଣ କୁ ମାଧ୍ୟମିକ ଶିକ୍ଷା ପରିଷଦ ଅବଧି ବଢ଼ାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking