17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବସ ଦୁର୍ଘଟଣା: ୩ ମୃତ, ୧୩ ଗୁରୁତର

ବସ ଦୁର୍ଘଟଣା: ୩ ମୃତ, ୧୩ ଗୁରୁତର

ରାଜସ୍ଥାନ: ରାଜସ୍ଥାନର ବୁଣ୍ଡି ଜିଲ୍ଲାର ଲାଲସୋଟ-କୋଟା ମେଗା ରାଜପଥରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇ ଗୁରୁତର ଥିବା ଜଣାପଡିଛି। ଆଜି ୨ ଟା ସମୟରେ ୪୩ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଆସୁଥିବା ବସ୍ ଟି ଚୋଥ କା ବାରୱାଡାର ମାତାଜୀ ମନ୍ଦିରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ଆହତମାନଙ୍କୁ କୋଟାସ୍ଥିତ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ମହିଳାଙ୍କ ସମେତ ତିନିଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ଡିଏସପି କହିଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ବସ୍ ଡାଇଭରଙ୍କ ବିରୋଧରେ ପଞ୍ଜୀକୃତ ହୋଇଛି ବୋଲି ଗାଡିଟି ଜବତ କରାଯାଇଛି ବୋଲି ଡିଏସପି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking