28.1 C
Bhubaneswar
Saturday, November 16, 2024
Homeଓଡିଶାଜାଣନ୍ତୁ କେଉଁ ଭିଟାମିନ ଅଭାବରେ ଚର୍ମ ଶୁଖିଲା ଦେଖାଯାଏ

ଜାଣନ୍ତୁ କେଉଁ ଭିଟାମିନ ଅଭାବରେ ଚର୍ମ ଶୁଖିଲା ଦେଖାଯାଏ

ଭୁବନେଶ୍ୱର:  ଭାରତରେ ବଢୁଛି ଶୀତ । ଥଣ୍ଡା ପବନ ଏବଂ କୁହୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗୋଟିଏ ପଟେ ଥଣ୍ଡା ପାଗ  ଲୋକଙ୍କ ପାଇଁ  ସମସ୍ୟଆ ଆମିଦେଇଥାଏ ।  ଓଠ ଓ  ଚର୍ମ  ଫାଟିଯିବାର ସମସ୍ୟା ଦେଖାଯାଏ । ଶୀତଦିନେ ଚର୍ମ ଶୁଖିଲା ପଡିବା ସହ ଓଠ ଫାଟିବା ଆରମ୍ଭ ହୁଏ । ଏହା ପଛର କାରଣ କଣ ଜାଣନ୍ତୁ । ଦୁଇଟି ଭିଟାମିନ ଅଭାବରୁ ଏହା ହୋଇଥାଏ । ଭିଟାମିନ ସି ଓ ଭିଟାମିନ ଡି । ଭିଟାମିନ ସିର  ଅଭାବ  ହେଲେ ଚର୍ମ ଶୁଖିଲା ଦେଖାଯିବା ସହିତ ଚର୍ମ କୁଣ୍ଡେଇ ହୁଏ । ଏହାକୁ ଦୂର କରିବାକୁ ହେଲେ  ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଅଁଳା, ଅଙ୍ଗୁର , କମଳା ଖାଇପାରିବେ । ଶୀତଦିନେ ସୂର୍ଯ୍ୟ କିରଣ କମ ଥାଏ । ଯାହା ଶରୀରରେ ଭିଟାମିନ ଡି ଅଭାବକୁ ନେଇପାରେ । ଭିଟାମିନ ଡି ଅଭାବରୁ ଚର୍ମ ଫାଟିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking