24.1 C
Bhubaneswar
Monday, February 23, 2026
Homeଓଡିଶାବୋନସ ନାଁରେ ଚାଷୀଙ୍କୁ  ଲଲିପପ

ବୋନସ ନାଁରେ ଚାଷୀଙ୍କୁ  ଲଲିପପ

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାକୁ ନେଇ ଜୋରଦାର ଧରିଛି ରାଜନୀତି । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଏଭଳି ଭାବେ କଟାକ୍ଷ କଲେ ବିିଜେଡି ବିଧାୟକ ଧ୍ରୁବ ସାହୁ । ଧ୍ରୁବ ସାହୁ କହଛନ୍ତି,  ବୋନସ ନାଁରେ ଓଡିଶାବାସୀଙ୍କୁ ଲଲିପପ୍ ଦେଉଛନ୍ତି । ସ୍ୱାମୀନାଥ କମିଟି ସୁପାରିସ ଆଧାରରେ ଏମଏସପି ବଢାନ୍ତୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking