24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶବିଗୁଡୁଛି ଦିଲ୍ଲୀର ବାୟୁ ଅବସ୍ଥା

ବିଗୁଡୁଛି ଦିଲ୍ଲୀର ବାୟୁ ଅବସ୍ଥା

ନୂଆଦିଲ୍ଲୀ : ଦିନକୁ ଦିନ  ଦିଲ୍ଲୀର  ବାୟୁ ଅବସ୍ଥା  ବିଗିଡିବାରେ ଲାଗିଛି ।  ଦିଲ୍ଲୀରେ ଘେରି ରହିଥିବା  ଧୂଆଁ  ବାୟୁ ଗୁଣବତ୍ତା ସୂଚକାଙ୍କ  ୪୩୨ ର ଗୁରୁତର  ସ୍ତରକୁ  ବୃଦ୍ଧି ହେବା ପରେ  ଏବେ ଦିଲ୍ଲୀ ବାସୀଙ୍କୁ ଚିନ୍ତା ବଢିଛି  । ତେବେ ଗତକାଲିଠାରୁ  ଅବଶ୍ୟ  ସାମାନ୍ୟ  କମ ରହିଛି । ଗତକାଲି ଦିଲ୍ଲୀର ଏକ୍ୟୁଆଇ  ୪୫୨ ରହିଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ  ବିମାନବନ୍ଦରରେ  ସକାଳ ୬.୩୦ ସୁଦ୍ଧା  ଦୃଶ୍ୟମାନ୍ୟତା   ୫୦୦ ମିଟରକୁ ଖସିଛି ।  ନ ଦେଖାଯିବା ହେତୁ ବିମାନ ଉଡାଣ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି  । କେନ୍ଦ୍ରୀୟ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ଅନୁଯାୟୀ ,   ରାଜଧାନୀ ଅଞ୍ଚଳର  ଅଧିକାଂଶ ସ୍ଥାନରେ ଦିଲ୍ଲୀର ଏକ୍ୟୁଆଇ  ୪୫୦ରୁ ଅଧିକ ରେକର୍ଡ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking