27.1 C
Bhubaneswar
Saturday, December 6, 2025
Homeଓଡିଶାପିଲା ଚୋର ଭାବି ବୁଲା ବିକାଳିଙ୍କୁ ମାଡ

ପିଲା ଚୋର ଭାବି ବୁଲା ବିକାଳିଙ୍କୁ ମାଡ

ପଟାମୁଣ୍ଡାଇ: ପିଲାଚୋରି ସନ୍ଦେହରେ ବୁଲା ବିକାଳିଙ୍କୁ ପିଟିଲେ ଗାଁ ଲୋକ। ପ୍ଲାଷ୍ଟିକ ବିକାଳି ଦମ୍ପତ୍ତିଙ୍କୁ ଅଟକ ରଖିବା ସହ ପିଟିଲେ ଗାଁ ଲୋକେ। ନିମପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖି ମାଡ ମାରିଲେ । ସୂଚନା ମୁତାବକ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ସହିତ ପହଞ୍ଚିଲେ ଗ୍ରାମାଞ୍ଚଳ ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking