15.1 C
Bhubaneswar
Sunday, January 5, 2025
Homeଓଡିଶାଭୁବନେଶ୍ୱରଏହି ଉପାୟ କରନ୍ତୁ ହ୍ରାସ ପାଇବନି ଭିଟାମିନ ବି-୧୨

ଏହି ଉପାୟ କରନ୍ତୁ ହ୍ରାସ ପାଇବନି ଭିଟାମିନ ବି-୧୨

ଭୁବନେଶ୍ୱର : ଭିଟାମିନ ବି ୧୨ ହେଉଛି ଏକ ଉପାଦାନ ଯାହା ଡିଏନଏ ତିଆରି କରେ ।  ଆମ କୋଷରେ ଶକ୍ତି ଉତ୍ପାଦନ ପାଇଁ  ଆବଶ୍ୟକ ପଡିଥାଏ ।  ଭିଟାମିନ ବି ୧୨ ଅଭାବ ହେଲେ  ଶରୀରର ଅନେକତ ସମସ୍ୟା ସୃଷ୍ଟି  କରିଥାଏ ।  ଭିଟାମିନ ବି ୧୨ ହେଲେ  ରକ୍ତହୀନତା , ଥକାପଣ , ଏବଂ ଦୁର୍ବଳତା ସୃଷ୍ଟି କରେ ।  ଏଭଳି ପରିସ୍ଥିତିରେ କଣ କରବା  ଉଚିତ ଆସନ୍ତୁ ଜାଣିବା ।ଭିଟାମିନ ବି୧୨କୁ ଦୂର କରିବା  ପାଇଁ  କିଛି ଖାଦ୍ୟ ଉତ୍ସ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଶରୀରରେ ଭିଟାମିନ ବି୧୨ ଅଭାବ ପୂରଣ ପାଇଁ ମୁଗ ଡାଲି ପାଣି ପିବା ଉଚିତ ।  ଏହି ଡାଲିରେ ଭିଟାମିନ ବି ୧୨ ପ୍ରଚୁର ପରିମାଣରେ ଥାଏ । ରାତିରେ ଶୋଇବା ପୂର୍ବରୁ  ଏକ କପ ମୁଗ ଡାଲିକୁ ଭଲ ଭାବରେ ଧୋଇ ସଫା କରି  ପାଣିରେ ଭିଜାଇ ଦିଅନ୍ତୁ ।  ତାପରେ ସକାଳେ ଏହି ପାଣିକୁ ପିଅନ୍ତୁ । ବଳକା ଅଂଶ ରେ ପିଆଜ କିମ୍ବା ଲେମ୍ଭୁ ମିଶାଇ  ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking