ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା । ସହଜ , ସରଳ ଉପାୟରେ ବିଦ୍ୟାର୍ଥୀଙ୍କୁ ମିଳିବ ଶିକ୍ଷା ଋଣ। ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଭି ଶ୍ରେଷ୍ଠ ୮୬୦ ଶିକ୍ଷୟକୁନୁଷ୍ଠାନ ରେ ପଢିବାକୁ ଋଣ ମିଳିବ। ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ର ଛାତ୍ରୀ ଉପକୃତ ହେବେ । ଡିଜିଟାଲ ଆପ୍ଲିକେସନ ଜରିଆରେ ବିନା ବାଧାରେ ମେଧାବୀଙ୍କୁ ଋଣ । ସାଢେ ୭ ଲକ୍ଷ ପର୍ଯ୍ୟନ୍ତ ମିଳିବ ଋଣ, ୭୫ ପରସେଣ୍ଟ କ୍ରେଡିଟ ଗ୍ୟାରେଣ୍ଟି ଦେବ କେନ୍ଦ୍ର ।