27.1 C
Bhubaneswar
Wednesday, April 29, 2026
Homeଓଡିଶାମୂଳା ଖାଇବା ଦ୍ୱାରା କଣ ହୁଏ ?

ମୂଳା ଖାଇବା ଦ୍ୱାରା କଣ ହୁଏ ?

ଭୁବନେଶ୍ୱର: ମୂଳାରେ ରହିଛି ପ୍ରତିରୋଧକ ଶକ୍ତି। ମୂଳା ପେଟର ବିଭିନ୍ନ ରୋଗ ଏବଂ ପାକସ୍ଥଳୀ ନିମନ୍ତେ ଲାଭଦାୟକ ହୋଇଥାଏ।ସେଥିପାଇଁ ଆୟୁର୍ବେଦରେ ମୂଳାକୁ ପେଟ ଓ ପାକସ୍ଥଳୀ ପାଇଁ ସବୁଠୁ ଉତ୍ତମ ପ୍ରାକୃତିକ ବିଶୋଧକ ଭାବରେ ଗଣାଯାଏ। ଯଦି ମୂଳା ଖାଉଛନ୍ତି ତାହେଲେ ପେଟ ରୋଗ ଦୂର ହୋଇଥାଏ।ମୂଳାରେ ଫାଇବର ଅଧିକ ରହିଥାଏ ଯାହା କୋଷ୍ଠକାଠିନ୍ୟ ପାଇଁ ଲାଭଦାୟକ ହୋଇଥାଏ। ମୂଳା ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ପେଟ ସମ୍ୱନ୍ଧୀୟ ରୋଗରେ ଯଦି ମୂଳା ରସରେ ଅଦା ଲେମ୍ବୁ ମିଶାଇ ଖାଇବେ ତେବେ କ୍ଷୁଧା ବଢିଥାଏ ଏବଂ ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ମୂଳା। ପେଟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମୂଳା ଏକ ହଜମ ଔଷଧ ଭାବେ କାର୍ଯ୍ୟ କରିଥାଏ। ପ୍ରତିଦିନ ସକାଳେ କଞ୍ଚାମୂଳା ଖାଇବା ଦ୍ଵାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking