16.1 C
Bhubaneswar
Sunday, December 7, 2025
Homeଓଡିଶାକାଳୀ ପୂଜା ପାଇଁ ଚଳଚଞ୍ଚଳ  ଭଦ୍ରକ ସହର

କାଳୀ ପୂଜା ପାଇଁ ଚଳଚଞ୍ଚଳ  ଭଦ୍ରକ ସହର

ଭଦ୍ରକ : କାଳୀ ପୂଜା ପାଇଁ ଚଳଚଞ୍ଚଳ  ଭଦ୍ରକ ସହର । ଭଦ୍ରକ ସହରରର   ଅଧିଷ୍ଠାତ୍ରୀ ଦେବୀ ମା  ଭଦ୍ରକାଳୀଙ୍କ ପୀଠରେ  ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ସାତ ଦିନରେ ସପ୍ତ ମାତୃକା ବେଶରେ ଦର୍ଶନ ଦେବେ ମା । ମା ଭଦ୍ରକାଳୀ ବର୍ଷରେ  ଗୋଟିଏ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ  ସମସ୍ତ ଦିନରେ ମା ସାନ୍ତ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଆଜିଠାରୁ ପୀଠରେ  ସପ୍ତ ଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା  ଦିବସ ଆୟୋଜିତ ହେବ । ପ୍ରଥମ ଦିନରେ ମା  ବେଦମାତା ବେଶରେ ଦର୍ଶନ ଦେଉଛନ୍ତି  । ମାଙ୍କ ଦର୍ଶନ ଲାଗି ଦୂରଦୂରାନ୍ତରରୁ  ଭକ୍ତଙ୍କ ସୁଅ ଛୁଟୁଛି ସେପଟେ  ପୋଲିସ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking