25.1 C
Bhubaneswar
Saturday, October 26, 2024
Homeଓଡିଶାବୁଢ଼ାବଳଙ୍ଗ ଟାପୁରୁ ୩ ଉଦ୍ଧାର

ବୁଢ଼ାବଳଙ୍ଗ ଟାପୁରୁ ୩ ଉଦ୍ଧାର

ବାଲେଶ୍ୱର: ବୁଢ଼ାବଳଙ୍ଗ ନଦୀ ଟାପୁରେ ଲାଗିଥିବା ୩ ଜଣ ଉଦ୍ଧାର। ବହପଡା ନିକଟ ଟାପୁରେ ଲାଗିଥିଲେ , ଉଦ୍ଧାର କଲେ ଅଗ୍ନିଶମ ଟିମ। ଉଦ୍ଧାର ୩ ଜଣ ମଧ୍ୟରୁ ଜଣେ ଗୁରୁତର , ହସ୍ପିଟାଲରେ ଭର୍ତ୍ତି । ବୁଢ଼ାବଳଙ୍ଗ ବନ୍ୟା ଜଳରେ ଭାସି ଯାଇ ଟାପୁରେ ଲାଗିଥିଲେ । ବାତ୍ୟା ଦାନାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଥିଲା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷ ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଅଧିକାଂଶ ଗାଁ ଜଲମୟ ରେ ରହିଛି । ତାରି ଭିତରେ ବାଲେଶ୍ୱର ରେ ବାତ୍ୟା ଦାନା ର ପ୍ରଭାବ ଅଧିକ ପଡିଥିଲା ଏଥୀ ସହିତ ଅଧିକ ବର୍ଷ ହୋଇଥିବାରୁ ବନ୍ୟା ଭଳି ସ୍ତିତି ଉପୁଜିଛି ସେହି ଭିତରେ ବାଲେଶ୍ୱରରେ ଏପରି ଘଟଣା ସାମ୍ନା କୁ ଆସିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking