28.1 C
Bhubaneswar
Sunday, October 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଇଚ୍ଛା ଅନୁଯାୟୀ ଫଳ ପାଇପାରନ୍ତି। ନୂତନ ଆୟ ପନ୍ଥା ଦେଖାଯିବ। ମିଳିମିଶି କାର୍ଯ୍ୟ କରିବାର ସୁଯୋଗ ପାଇବ।

ବୃଷ : ଅଚାନକ ବିପଦରେ ପଡ଼ି କଷ୍ଟ ଅନୁଭବ କରିବେ। ଅସୁବିଧା ସୁଧୁରି ଯିବ। ଭାତୃ ବିବାଦ ଲାଗିରହିବ। ମାନସିକ ଭାରସାମ୍ୟ ହରାଇପାରନ୍ତି। ପିତାମାତାଙ୍କ ସ୍ୱାସ୍ଥ୍ୟନେଇ ଚିନ୍ତିତ ରହିବ।

ମିଥୁନ : ଗୃହରୁ ଶାନ୍ତି ମିଳିବ। ମୋହରେ ପଡ଼ି କ୍ଷତିଗ୍ରସ୍ତ ହେବେ। ପରିସ୍ଥିତି ଆୟତାଧୀନ ହେବ। ଆଳସ୍ୟ ଅନୁଭବ କରିବେ। କର୍ମଧାରା ବଦଳାଇ ପାରନ୍ତି।

କର୍କଟ : ଆଜି ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ମାନସିକ ବ୍ୟସ୍ତତା ବଢ଼ିବ। ନିଜର ଦାବି ଦେଖାଇପାରନ୍ତି। ସାହାଯ୍ୟର ହାତ ବଢ଼ାଇବେ।

ସିଂହ : ଅଭାବ ମେଣ୍ଟାଇପାରିବେ। କର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ। ବନ୍ଧୁ ସହଯୋଗ ଲାଭ କରିବେ। ଧନାଦିପ୍ରାପ୍ତି ଘଟିପାରେ। ଦୁଃ-ସମ୍ବାଦ ପାଇପାରନ୍ତି।

କନ୍ୟା : ସାହାଯ୍ୟର ଉପଯୋଗ କରିବେ। ଦୂରଯାତ୍ରା ଯୋଗ ଅଛି। ନିଜ କାର୍ଯ୍ୟ କରିବେ। ମନୋମାଳିନ୍ୟ ଉପୁଜିପାରେ। ଅନୁତାପ କରିପାରନ୍ତି।

ତୁଳା : ଗୃହରୁ ଆନନ୍ଦ ପାଇବେ। ଷଡ଼ଯନ୍ତ୍ରରୁ ଉଧୁରିଯିବେ। ଆର୍ଥିକ ଲାଭ ଘଟିବ। ପରିବେଶ ସୁଖ ହେବ। ଭୁଲବୁଝାମଣା ହୋଇପାରେ।

ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ। ବିଭିନ୍ନ ସମସ୍ୟାର ସମାଧାନ ହେବ। ରୋଜଗାର ବୃଦ୍ଧିପାଇବ। ପାରିବାରିକ ଶାନ୍ତି ବୃଦ୍ଧିପାଇବ। ମହିଳାମାନେ ଅର୍ଥ ପାଇବେ।

ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ହୋଇପାରିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ବାଧାବିଘ୍ନ ଦୂର ହେବ। ଦୂରଯାଗାକୁ ଯାଇପାରନ୍ତି।

ମକର : ଆଜି ସାମାଜିକ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ଉନ୍ନତି ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ଅଭାବ ପରିଲିକ୍ଷିତ ହେବ। ପାରିବାରିକ ଶାନ୍ତି ମିଳିବ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଭୂମି ବାହନ ଇତ୍ୟାଦି କ୍ରୟ କରିପାରନ୍ତି। ମାନସମ୍ମାନ ବୃଦ୍ଧିପାଇବ। ଶ।।ରୀରିକ ସୁସ୍ଥତା ବୃଦ୍ଧିପାଇବ।

ମୀନ : ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭକରିବେ। ଆକସ୍ମିକ ଧନଲାଭ ହେବ। ବ୍ୟବସାୟରେ ଲାଭାବନ୍ ହେବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking