17.1 C
Bhubaneswar
Wednesday, February 11, 2026
Homeଓଡିଶାବାତ୍ୟା ‘ଦାନା’ ପାଇଁ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନଂ ଜାରି

ବାତ୍ୟା ‘ଦାନା’ ପାଇଁ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନଂ ଜାରି

ଭୁବନେଶ୍ୱର : ବାତ୍ୟା ଦାନା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ଗୁରୁବାର ରାତି ଓ ଶୁକ୍ରବାର ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ। ବାତ୍ୟାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ କେତେକ ଟ୍ରେନ ବାତିଲ କରାଯାଇଛି। ଏଥି ସହ କେତେକ ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଟ୍ରେନ ଚଳାଚଳ ସମ୍ପର୍କରେ ଯାତ୍ରୀମାନେ ଜାଣିବା ପାଇଁ ରେଳ ବିଭାଗ ପକ୍ଷରୁ ହେଲପଲାଇନ ନଂ ଜାରି କରାଯାଇଛି।

ଭୁବନେଶ୍ୱର : ୮୧୧୪୩୮୨୩୭୧
ପୁରୀ : ୮୯୨୬୧୦୦୩୫୬
କଟକ : ୮୧୧୪୩୮୨୩୫୯
ଖୋର୍ଦ୍ଧା : ୮୯୨୬୧୦୦୨୧୫, ୮୧୧୪୩୮୨୩୪୯
ପାରାଦୀପ : ୮୧୧୪୩୮୮୩୦୨
ଯାଜପୁର – କେନ୍ଦୁଝରଗଡ : ୮୧୧୪୩୮୨୩୪୨
ଭଦ୍ରକ : ୮୧୧୪୩୮୨୩୦୧
ପଲାସା : ୮୧୧୪୩୮୨୩୧୯
ବ୍ରହ୍ମପୁର : ୮୧୧୪୩୮୨୩୪୦
ସମ୍ବଲପୁର ଷ୍ଟେସନ : ୮୨୪୯୯୯୯୬୭୪
ସମ୍ବଲପୁର ସିଟି ଷ୍ଟେସନ : ୯୪୩୭୩୮୬୭୫୯
ଟିଟିଲାଗଡ ଷ୍ଟେସନ : ୮୨୮୦୧୩୧୪୬୫
ବିଶାଖାପଟନମ୍ : ୦୮୯୧-୨୭୪୬୩୩୦; ୦୮୯୧-୨୭୪୪୬୧୯; ୮୭୧୨୬୪୧୨୫୫; ୭୭୮୦୭୮୭୦୫୪
ବିଜୟାନଗରମ : ୦୮୯୨୨-୨୨୧୨୦୨; ୮୭୧୨୬୪୧୨୬୦.
ଶ୍ରୀକାକୁଲମ ରୋଡ : ୦୮୯୪୨-୨୮୬୨୧୩; ୦୮୯୪୨-୨୮୬୨୪୫
ଦୁଭାଡା : ୮୫୦୦୩୫୮୫୨୪
ରାୟଗଡା : ୦୬୮୫୬୨୨୩୪୦୦, ୯୪୩୯୭୪୧୦୭୧

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking